ବଣାଇ(୨.୧୨.୨୨) : ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ବଣାଇକୁ ଜିଲ୍ଲା ଦାବିରେ ୬ଘଣ୍ଟିଆ ବନ୍ଦ ଡାକରା ଦେଇଛି ବଣାଇ କ୍ରିୟାନୁଷ୍ଠାନ କମିଟି । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ବଣାଇ, ଗୁରୁଣ୍ଡିଆ, ଲହୁଣୀ ପଡା ଏବଂ କୋଇଡାକୁ ନେଇ ଏହି ଉପଖଣ୍ଡ ହୋଇଥିବା ବେଳେ କୋଇଡା ଅଂଚଳରେ ରହିଛି ୧୭ଟି ଲୁହା ଖଣିସହିତ ମାଙ୍ଗାନିଜ ଖଣି, ଏବଂ ଛୋଟ ବଡ଼ ମିଶି ୧୫ରୁ ଉର୍ଦ୍ଧ୍ୱ ସ୍ପଞ୍ଜ କାରଖାନା । ପ୍ରାୟ ଏହି ଅଞ୍ଚଳରୁ ସରକାର ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ବଣାଇକୁ ଜିଲ୍ଲା ମାନ୍ୟତା ନେଇ ଆଜକୁ ଦୀର୍ଘ ବର୍ଷ ହେଲା ଲଢେଇ ହୋଇଆସୁଛି । ସରକାର ଶୁଣୁନାହାନ୍ତି ହେଲେ ଜିଲା ଦାବି ଦବିଯାଇନାହିଁ । ଜିଲା ଦାବି ନେଇ ଦୋକାନ ବଜ଼ାର, ସହିତ ସମସ୍ତ ଅଂଚଳକୁ ଅବରୋଧ କରିବା ଯୋଗୁ ଦୁଇ ପାର୍ଶ୍ୱରେ ଅଟକି ରହିଛି ସହ ସହ ଗାଡି । ସମସ୍ତ ସରକାରୀ ଅଫିସ, ଦୋକାନ ବଜାର ବନ୍ଦ ରହିଛି । ତେବେ ଏଥିରେ ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି ।
ଗାତରେ ପଡି ଶିଶୁ କନ୍ୟା ମୃତଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ୩ ଜଣଙ୍କୁ କାର ଚଢାଇଦେଲେ ବ୍ୟକ୍ତିମାଲ୍ବାହୀ ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତ