ଭୁବନେଶ୍ୱର, ସରକାରୀ ଅର୍ଥ ହଡପ ଓ ଦୁର୍ନୀତି ଅଭିଯୋଗରେ ସରକାରୀ ଚାକିରିରୁ ବିଦା ହେଲେ ୬ ଅଧିକାରୀ । ୬ ଜଣଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ ୬ ଜଣଙ୍କ ମଧ୍ୟରେ ୪ ଇଞ୍ଜିନିୟର ଓ ୨ ଅବକାରୀ ଅଧିକାରୀ ଅଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ,ଦୁର୍ନୀତି,ଦାୟିତ୍ବରେ ଅବହେଳା ଭଳି ସାଙ୍ଘାତିକ ଅଭିଯୋଗରେ କେନ୍ଦୁଝର ଆର୍.ଡିର ଉପକାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ଦେବତା , ଆର୍.ଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜିତେନ୍ଦ୍ର ଦଳାଇ, ମୟୂରଭଞ୍ଜର ଆର୍.ଡିର ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ବର ଆର୍.ଡିର ସହକାରୀ ଯନ୍ତ୍ରୀ ଗଣେଶ୍ବର ସେଠୀ ,ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ଡିପୋର ବ୍ରାଞ୍ଚ ମ୍ୟାନେଜର ଜୟଦୀପ ପଟ୍ଟନାୟକ ଓ ସୁନ୍ଦରଗଡ଼ର ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ ଚାକିରିରୁ ବିଦା ହୋଇଛନ୍ତି |
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି