ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୭ କରୋନା ପଜିଟିଭ ଚିହ୍ନଟ , ସୁସ୍ଥ ସଂଖ୍ୟା ୭ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୨ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫ ରହିଛି | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ କୋଭିଡ ପଜିଟିଭ ସଂଖ୍ୟା ୩୧୭୪୮ ,ସୁସ୍ଥ ସଂଖ୍ୟା ୩୧୨୮୪, ମୃତ୍ୟୁ ସଂଖ୍ୟା ୨୪୩ ରହିଛି | ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୨୦୦ ରହିଛି |