ସମୁଦ୍ରରେ ଭାସିଗଲେ ୭

ପୁରୀ, ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଘଟିଛି ଅଘଟଣ । ଅସାବଧାନତା ଯୋଗୁଁ ସମୁଦ୍ରରେ ଭାସିଗଲେ ୭ ଜଣ । ୬ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ନୋଳିଆ । ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତିି । ନିଖୋଜ ଯୁବକ ଜଣକ ଝାଡଖଣ୍ଡର ଦୀପକ କୁମାର ବୋଲି ସୂଚନା ରହିଛି । ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି ।

Leave A Reply

Your email address will not be published.