ରାଉରକେଲା, ଜଣେ ପାଇପ୍ ମିସ୍ତ୍ରିଙ୍କ ନାଁରେ ୭୦ କୋଟିର GST ଠକେଇ ଅଭିଯୋଗ ଆସିଛି। ଏପରି ଅଭିଯୋଗ ରାଉରକେଲା ବାସନ୍ତୀ କଲୋନୀରୁ ଆସିଥିବା ଜଣାଯାଇଛି। ସେ କହିଛନ୍ତି, “ପ୍ଲାଣ୍ଟରେ କାମ କରିବା ପାଇଁ ସେଠାରେ ନିଜର ସବୁ ଡକ୍ୟୁମେଣ୍ଟ ଦେଇଥିଲେ। ଚେକ୍ ବହିରେ ସାଇନ୍ ବି କରିଥିଲେ । ମାସକୁ ୧୨ ହଜାର ଟଙ୍କା ଦରମା ଦେବେ ବୋଲି କହିଥିଲେ। କିନ୍ତୁ ଦୀର୍ଘ ପ୍ରାୟ ୬ ମାସ ପରେ ମୋ ପାଖକୁ ୭୦ କୋଟି ଠକେଇ ହୋଇଥିବା ଅଭିଯୋଗ ଆସିଛି ବୋଲି କହିଛନ୍ତି ପାଇପ୍ ମିସ୍ତ୍ରୀ ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ