You are currently viewing ରାଜଧାନୀରୁ ୯ କରୋନା ପଜିଟିଭ ଚିହ୍ନଟ

ରାଜଧାନୀରୁ ୯ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୯ କରୋନା ପଜିଟିଭ ଚିହ୍ନଟ , ସୁସ୍ଥ ସଂଖ୍ୟା ୧୦ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫ ରହିଛି | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ କୋଭିଡ ପଜିଟିଭ ସଂଖ୍ୟା ୩୧୭୪୧ ,ସୁସ୍ଥ ସଂଖ୍ୟା ୩୧୨୭୭,ମୃତ୍ୟୁ ସଂଖ୍ୟା ୨୪୩ ରହିଛି | ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୨୦୦ ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।