କୋରାପୁଟ- ୨୦.୦୫.୨୦୨୧, ଧରାପଡିଲା କୋରାପୁଟ ମଣ୍ଡଳ କାରାଗାରରୁ ଫେରାର ହୋଇଥିବା କଏଦୀ। ଜେଲରୁ ଫେରାର ହେବା ପରେ ଜଙ୍ଗଲରେ ବୁଲୁଥିବାବେଳେ ପୁଣି ତାକୁ କାବୁ କଲା ପୋଲିସ। କଏଦୀ ଜଣକ ହେଉଛି ଗଜପତି ଜିଲ୍ଲାର ଗଣେଷ ରାଉଳ। ଗତକାଲି ଜେଲରୁ ଫେରାର ହୋଇଯାଇଥିଲା । ଜେଲରୁ ଯାଇ ବାଗ୍ରା ଜଙ୍ଗଲରେ ଲୁଚିଥିଲା ଗଣେଷ । ସିସିଟିଭି ଫୁଟେଜରେ ଜେଲ କୋଠା ଡେଇଁ ଖସି ପଳାଇଯାଉଥିବାର ଦେଖିବାକୁ ମିଳିଥିଲା । ପରେ ଜେଲ୍ ଟିମ୍ ବାଗ୍ରା ଜଙ୍ଗଲର ମସ୍ତିପୁଟ ନିକଟରେ ନାକାବନ୍ଦୀ କରି ପୁଣି ଗଣେଷ ରାଉଳକୁ ଧରିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗଣେଷ ରାଉଳକୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍