ବିନା ଦର୍ଶକରେ ବାରବାଟୀରେ ମ୍ୟାଚ୍

କଟକ: ଏଥର ବିନା ଦର୍ଶକରେ କୋଭିଡ ନିୟମ ଭିତରେ ବାରବାଟୀରେ ଖେଳାଯିବ ମ୍ୟାଚ୍ | ଆସନ୍ତା କାଲିଠାରୁ ବାରବାଟୀରେ ଆରମ୍ଭ ହେବ ଓଡ଼ିଶା କ୍ରିକେଟ୍ ଲିଗ୍ । ଓଡ଼ିଶା କ୍ରିକେଟ୍ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି ୬ଟି ଟିମ୍ । ପ୍ରତିଯୋଗିତାରେ ମୋଟ ୯୩ ଜଣ ଖେଳାଳୀ ଭାଗ ନେଉଛନ୍ତି । ଜାନୁଆରି ୧୪ ଯାଏ ଚାଲିବ ଏହି ମ୍ୟାଚ୍ । ଫ୍ୟାନ୍‌ କୋର୍ଡ ଆପ୍‌ରେ ଅନ୍‌ଲାଇନରେ ଖେଳ ଦେଖିପାରିବେ ଦର୍ଶକ । ଏନେଇ ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ ସୂଚନା ଦେଇଛନ୍ତି |

Leave A Reply

Your email address will not be published.