ସମ୍ବଲପୁର (୨୯.୩.୨୩) : ଗାଡି ଚଳାଇ ଧରାପଡିଲେ ନାବାଳକ । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ କଡାକଡି ଚେକିଂ ଚାଲିଛି । ସମ୍ବଲପୁର ବରେଇପାଲି ଥାନା ବିକାଶ ମେଡିକାଲ ପାଖରେ ଆଜି ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଥିଲା । ସକାଳୁ ସକାଳୁ ଦୁଇ ଜଣ ସ୍କୁଲ ଛାତ୍ର ଏକ ସ୍କୁଟିରେ ସ୍କୁଲ ଯାଉଥିଲା ବେଳେ ଯାଞ୍ଚ କରୁଥିବା କର୍ମଚାରୀଙ୍କ ହାବୁଡରେ ପଡି ଯାଇଥିଲେ । ନାବାଳକ ଗାଡି ଚଳାଉଥିବା ଅଭିଯୋଗରେ ୨୫ ହଜାର ଟଙ୍କାର ଜରିମାନା କାଟିଛି ପରିବହନ ବିଭାଗ । ତେବେ ନାବାଳକକୁ ଗାଡି ଚଲାଇବା ପାଇଁ ଦେଇଥିବାରୁ ନାବାଳକର ବାପାଙ୍କ ନାମରେ ପରିବହନ ବିଭାଗ ଏହି ଫାଇନ କାଟିଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ