ବ୍ରହ୍ମପୁରରେ ପହଞ୍ଚିଛି ୨ ଜଣିଆ କ୍ରାଇମବ୍ରାଞ୍ଚର ଟିମ୍

ଭୁବନେଶ୍ୱର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଓ ତାଙ୍କ ପୁଅ ଗିରଫ ହୋଇଛନ୍ତି । ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ମ୍ୟାନେଜିଙ୍ଗ ଡାଇରେକଟର କହି ବ୍ରହ୍ମପୁରରୁ ଲକ୍ଷଲକ୍ଷ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରିବାକୁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ୨ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ।

Leave A Reply

Your email address will not be published.