ବ୍ରହ୍ମପୁର(ଏଏନଏସ)୧୨/୧୦, ବ୍ରହ୍ମପୁର ଏମକେସିଜି ମେଡିକାଲ ସୁପର ସ୍ପେସାଲିଟି ବିଲଡିଂରେ ଥିବା ୟୁରୋଲୋଜି ବିଭାଗ ଓଟି ଅଲୋଡା ହୋଇପଡିଛି । ଗତ ଅଗଷ୍ଟ ୨୬ ତାରିଖରେ ଅଗ୍ନିକାଣ୍ଡ ହୋଇଥିଲେ ବି ଏପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଏପରିକି ସେହି ମହଲାରେ ଥିବା ଅନ୍ୟ ଓଟି ଗୁଡିକ ମଧ୍ୟ ଅଚଳ ହୋଇପଡିଛି । ୟୁରୋଲୋଜି ବିଭାଗ ଓଟିର ସିଲିଂରେ ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପିବା ପୂର୍ବରୁ ତୁରନ୍ତ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଫଳରେ ବଡ ଅଘଟଣ ଟଳିଯାଇଥିଲା ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ