ପୁରୀ: ପ୍ରଶାସନିକ କଟକଣା ଅନୁଯାୟୀ ଡିସେମ୍ବର ୨୩ରୁ ଖୋଲିବ ପୁରୀ ଶ୍ରୀମନ୍ଦିର | ପ୍ରଥମେ ପୁରୀ ସେବାୟତ ମାନେ କରିବେ ମହାପ୍ରଭୁଙ୍କ ଦର୍ଶନ | ତାପରେ ପୁରୀ ଜିଲ୍ଲାବାସି ଦର୍ଶନ କରିବେ | ଜାନୁଆରୀ ୩ରୁ ଅନ୍ୟ ଜିଲ୍ଲାର ଲୋକ କରି ପାରିବେ କାଳିଆର ଦର୍ଶନ |
ତେବେ ୟା ଭିତରେ ପୁରୀ ଜିଲ୍ଲାବାସୀଙ୍କ ପାଇଁ ଆଉ ଏକ ଖୁସି ଖବର ଦେଇଛନ୍ତି ପୁରୀ ଜିଲ୍ଲାପାଳ | ଶ୍ରୀମନ୍ଦିର ପାରେ ଆଗକୁ ଖୋଲିପାରେ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ।ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ଖୋଲିବ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ସେପଟେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଳିବା ନେଇ ପୁରୀ ବାସି ଓ ଭକ୍ତ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖା ଦେଇଛି |
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ