ଭୁବନେଶ୍ୱର, ଅଗ୍ନିଶମ ପରେ ଏବେ ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ । ଏଣିକି ଅନଲାଇନରେ କଏଦୀଙ୍କ ସହ ସାକ୍ଷାତକାର କରିପାରିବେ ଏବଂ ଅନଲାଇନ ମାଧ୍ୟମରେ ପାରୋଲ ଆବେଦନ କରିପାରିବେ । କଏଦୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀଗୁଡିକୁ ୱେବ୍ସାଇଟ ସାହାର୍ଯ୍ୟରେ ବିକ୍ରି କରାଯିବ । ୱେବସାଇଟରେ ଉପଲବ୍ଧ ହେବ ବିଚାରାଧୀନ କଏଦୀଙ୍କ ବିସ୍ତୃତ ବିବରଣୀ ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଗୁରୁତ୍ୱ ଦେଇଛନ୍ତି ଜେଲ ଡିଜି । ଭୁବନେଶ୍ବରର ଝାରପଡ଼ା ଜେଲରୁ ଆରମ୍ଭ ହେବ ଡିଜିଟାଲାଇଜେସନ ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ