୧. ଆଜି ରାଜ୍ୟରୁ ୮୪ କରୋନା ପଜିଟିଭ ଚିହ୍ନଟ ।
୨. ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ କ୍ଷମା ମାଗିବା ନେଇ ଗୃହରେ ହଟ୍ଟଗୋଳ , ଗୃହ ୪ଟା ଯାଏ ମୁଲତବୀ ।
୩. ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା । ନବୀନଙ୍କୁ ନେଇ ବିଧାନସଭା ଯିବାକୁ ବିଜେପି ବିଧାୟକଙ୍କ ଜିଦ୍ ।
୪. ଧାରଣା ରତ ବିଜେପି ବିଧାୟକଙ୍କୁ ନବୀନ ନିବାସ ସମ୍ମୁଖରେ ଭେଟିବାକୁ ଆସିଲେ ନବୀନ ।
୫. ଆସନ୍ତା ଏପ୍ରିଲ ୩ ତାରିଖରେ ଓଡିଶା ଆସିବେ ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ।
୬. ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ।
୭. ସ୍ୱାମୀ ଓ ପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କୋଠରୀରୁ ବିଦ୍ୟୁତ ସଂଯୋଗ କାଟିଥିବା ଅଭିଯୋଗ ।
୮. ରାଜଧାନୀରେ ବାଲେଶ୍ୱର ପୋଲିସର ହଟହଟା । ଭ୍ୟାନ ଛଡାଇ ନେଲେ ଫାଇନାନ୍ସ କର୍ମଚାରୀ ।
୯. ପୁରୁଣା ଗାଡି ରେଜିଷ୍ଟ୍ରେସନ ନବୀକରଣ କଲେ ଦେବାକୁ ପଡିବ ୫ ହଜାର ଟଙ୍କା ।
୧୦. କଳାହାଣ୍ଡି ଭବାନୀପାଟଣା ଥାନା ଯୁଗସାଏପାଟଣାରେ ମାଓ ପୋଷ୍ଟର । କେନ୍ଦ୍ରର କୃଷି ନୀତି ଓ ଯୁଗସାଏପାଟଣାରେ ସିଆପିଏଏଫ କ୍ୟାମ୍ପକୁ ବିରୋଧ କରି ପୋଷ୍ଟର ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ