You are currently viewing ANS SUPERFAST 2@10

ANS SUPERFAST 2@10

  1. ଆଜି ରାଜ୍ୟରୁ 10,521 କରୋନା ଆକ୍ରାନ୍ତ ଚିହ୍ନଟ ଏବଂ 17 ମୃତ ।
  2. କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 3 ଜିଲ୍ଲାକୁ 7.62 କୋଟି ଦେଲେ ମୁଖ୍ୟମନ୍ତ୍ରୀ । ସମ୍ବଲପୁରକୁ 4.62କୋଟି, ପୁରୀକୁ 2 କୋଟି ଓ ସୁବର୍ଣ୍ଣପୁରକୁ 1 କୋଟି ।
  3. ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ହେଲ୍‌ପଲାଇନ୍‌ ନମ୍ବର ଜାରି । ୨୪ ଘଣ୍ଟିଆ ନିଃଶୁଳ୍କ ସହାୟତା ନମ୍ବର- ୧୮୦୦ ୩୪୫୬୭ ୦୩ ।
  4. କୋରୋନାରେ ଆଖି ବୁଜିଲେ ଭୁବନେଶ୍ବର CRPF ଗ୍ରୁପ୍‌ ସେଣ୍ଟରର ଡିଆଇଜି ସୁନୀଲ କୁମାର ପାର୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ସୂଚନା ।
  5. ବାଲେଶ୍ବରରେ ତହସିଲଦାର ଓ କରକମଚାରୀଙ୍କୁ ଆକ୍ରମଣ ।ଏକାଦଶ ଭୋଜିରେ କୋଭିଡ ନିୟମ ଉଲଘଂନ ଅଭିଯୋଗରେ ଚଢ଼ଉବେଳେ ଆକ୍ରମଣ ।
  1. ଗାଁର ପାଖ ଜମିରୁ ମିଳିଲା 17 ବର୍ଷୀୟଙ୍କ ମୃତଦେହ। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଭବାନୀପାଟଣାର ସାନଖଇରମାଲ ଗାଁରେ ।
  2. ସୁନ୍ଦରଗଡ଼ର କିଞ୍ଜିରକେଲା ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ ।
  3. ଆମ୍ବ ଗୋଟାଇବା ବେଳେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁରେ ।
  4. ନିଖୋଜ ହେବାର ଗୋଟିଏ ଦିନ ପରେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବସୁଲେଇ ଗ୍ରାମରେ ।
  5. 9 ତାରିଖ ଯାଏ କାଳବୈଶାଖୀ ସମ୍ଭାବନା । ରାଜ୍ୟର ଭିନ୍ନଭିନ୍ନ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ ଜାରି ।
ଅନ୍ୟମାନଙ୍କୁ ଜଣାନ୍ତୁ।