ANS SUPERFAST 2@10

୧ . ଆଜି ରାଜ୍ୟରୁ ୧୨ ହଜାର ୩୯୦ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୨୨ ମୃତ ।
୨ . ଆଜି ହେଉଛି ପବିତ୍ର ‘ଇଦ୍’ ପର୍ବ । କରୋନା କଟକଣା ମଧ୍ୟରେ ପାଳିତ ହେଉଛି ଇଦ୍ ।
୩ . ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧି ଯୋଗୁ ଅନିର୍ଦ୍ଦିଷ୍ଟ କାଳ ଯା ଏ ବନ୍ଦ ହେଲା ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ।
୪ . ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ।
୫ . ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଆଜି ଅପରାହ୍ନରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା ।
୬ . ଟ୍ବିନ ସିଟିରେ ମେ ୧୪ ରୁ ୨୦ ତାରିଖ ଯାଏ ହୋମ କ୍ବାରେଣ୍ଟାଇନଙ୍କୁ ଭିଟାମିନ ଟାବଲେଟ ବାଣ୍ଟିବ କଂଗ୍ରେସ
୭ . ପାଟ୍ରୋଲିଂ ବେଳେ 4 କ୍ବିଣ୍ଟାଲ 22 କେଜି ଗଞକଜେଇ ଜବତ କଲା ଲମତାପୁଟ ପୋଲିସ ।
୮ . ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ପୋଲ ନିକଟରେ ଚଢ଼ଉ କରି ୩ ହଜାର ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ, ଘଟଣାରେ ଜଣେ ଗିରଫ ।
୯ . ଖୋର୍ଦ୍ଧା ଟାଉନ ଥାନା ନବୋଦୟ ସ୍କୁଲନିକଟ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।
୧୦ . ବାଲେଶ୍ବର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡା ଗାଁରୁ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର ।

Leave A Reply

Your email address will not be published.