୧ . ରାଜ୍ୟରେ ଟିକେ କମିଛି ସଂକ୍ରମଣ । ଆଜି ରାଜ୍ୟରୁ ୧୦ ହଜାର ୭୫୭ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୨୨ ମୃତ ।
୨ . ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି ।
୩ . ରାଜ୍ୟରେ କରୋନା ମୁକାବିଲା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ଟା ୩୦ରେ ବସିବ ସର୍ବଦଳୀୟ ବୈଠକ ।
୪ . କରୋନାରେ ଆକ୍ରାନ୍ତ ହୋଇ ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ୬୩ ବର୍ଷ ବୟସରେ ପରଲୋକ ।
୫ . ଓଡିଶାର ବିଭିନ୍ନ ଜେଲରୁ ସ୍ପଶାଲ ପାରୋଲରେ ଘରକୁ ଗଲେ ୧୨୬ କ଼ଏଦୀ ।
୬ . କୋଭିଡ ହସ୍ପିଟାଲରେ ଲାଗିବ ସିସିଟିଭି । ସିସିଟିଭି ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା ହେବ ।
୭ . ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଯାତ୍ରୀଙ୍କ RT-PCR ଟେଷ୍ଟ । ଟେଷ୍ଟ ବାଧ୍ୟତାମୂଳକ କଲା BMC ।
୮ . ସିନ୍ଦିପୁଟ ନଦୀଘାଟରୁ ୧୯୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ।
୯ . କଣ୍ଟାବାଞ୍ଜି ଦୂରେଇକେଲା ଥାନା ରତାଖଣ୍ଡି ଗାଁ ଜଙ୍ଗଲରୁ କୃଷକଙ୍କ ଝୁଲନ୍ତା ମୃତଦେହ ଠାବ ।
୧୦ .ଆମ୍ବ ଗୋଟାଉଥିବାବେଳେ ହାତୀ ଆକ୍ରମଣରେ ଚାଷୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ତିରିଆବାହାଳ ଗାଁରେ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍