୧ . ଆଜି ରାଜ୍ୟରୁ ୧୧ ହଜାର ୪୯୮ ଜଣ କରୋନା ପଜିଟିଭ ଚିହ୍ନଟ ଏବଂ ୨୫ ମୃତ ।
୨ . ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ବିଭାଗର ସଚିବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସଜାଗ ରହିବାକୁ ଦେଲେ ନିର୍ଦ୍ଦେଶ ।
୩ . ପୁରୀରେ ରଥ ନିର୍ମାଣରେ ନିୟୋଜିତ ଆଉ ୬ ସେବାୟତ ପଜିଟିଭ୍ ଚିହ୍ନଟ ।
୪ . VC ଜରିଆରେ ଆଜି ରାଉରକେଲାରେ ୧୦୦ଟି ICU ଶଯ୍ୟାର ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୫ . ପୁରୀ ବଡ଼ଦାଣ୍ଡରେ ପରିବା ବିକ୍ରେତା ଓ ସାମ୍ବାଦିକଙ୍କୁ ପୋଲିସର ମାଡ଼ ଘଟଣା , ପୁରୀ ଏସ୍ପିଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ରାଜ୍ୟ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶ ।
୬ . ଭଦ୍ରକ ଉତ୍ତରବାହିନୀ ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନା ଠାବ,୨ ଗିରଫ ।
୭ . ଧରାପଡିଲା କୋରାପୁଟ ମଣ୍ଡଳ କାରାଗାରରୁ ଫେରାର ହୋଇଥିବା କ଼ଏଦୀ ଗଣେଷ ରାଉଳ । ବାଗ୍ରା ଜଙ୍ଗଲରୁ କାବୁ କଲା ପୋଲିସ ।
୮ . ମୟୁରଭଞ୍ଜ ଜିଲ୍ଲାରେ ଅକ୍ସିଜେନର କଳାବଜାରୀ, ୩୯ ସିଲିଣ୍ଡର ଜବତ ।
୯ . ଭଦ୍ରକ ଜିଲ୍ଲାରେ ଚୋରା ମଦ ଦୋକାନ ଉପରେ ଚଢାଉ, ୧୫୦ ଲିଟର ଦେଶୀମଦ ଜବତ ।
୧୦ .ଭଦ୍ରକ ବନ୍ତ ଛକ ନିକଟରେ ପ୍ରବାସୀ ବସ୍ରେ ମୃତଦେହ ଠାବ । ମୃତ ପ୍ରବାସୀ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ସୂଚନା ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍