ANS SUPERFAST [email protected]

୧. ଆଜିି ରାଜ୍ୟରେ ୬୪୨ କରୋନା ପଜିଟିଭ ଚିହ୍ନଟ ଏବଂ ୧୪ ମୃତ ।
୨. ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁ୍‌କ୍ତି ପାଇଲେ ଶୁଭେନ୍ଦୁ ମଙ୍ଗରାଜ ।
୩. ଶାନ୍ତିସ୍ତୁପ ଧଉଳିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
୪. ଖୋର୍ଦ୍ଧାକୁ ଐତିହ୍ୟ ସହର ଘୋଷଣା ନିମନ୍ତେ ଦାବି । ଦାବି କରିଛନ୍ତି ଐତିହ୍ୟ ବିଶାରଦ ଡକ୍ଟର ସୁରେନ୍ଦ୍ର ମିଶ୍ର ।

୫. ବିଧାନସଭାରୁ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ । ମନ୍ଦିର ଖୋଲିବା ନେଇ ଦାବି କରିଛନ୍ତି ବିରୋଧି ।
୬. ଭଉଣୀକୁ ବିଭତ୍ସ ଭାବେ ହତ୍ୟା କଲା ଭାଇ । ମୃତ ଯୁବତୀ ଜଣକ ହେଲେ ମମତା ରାଉତ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗାଁରେ ।
୭. ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରିଗାଁ ବ୍ଲକ ଚିକିଲି ବାମୁଣୀ ନାଳ ନିକଟରେ ବାଇକ୍ ଦୁର୍ଘଟଣା ଘଟି ୨ ବାଇକ୍ ଆରୋହୀ ମୃତ ।

୮. ନୂଆପଡା ଜିଲ୍ଲା ସିନାପାଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଅମାନବୀୟ ଘଟଣା । ବଡବାପାଙ୍କ ଛୁରା ମାଡରେ ପୁତୁରା ମୃତ ।
୯. ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକର ଡାବୁଟିକରପଡା ଗାଁର ଲୋକ ପିଉଛନ୍ତି ନାଳ ପାଣି । ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ କାହା ସ୍ୱାର୍ଥରେ ।
୧୦. ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ୧୨ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.