୧. ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ ଓ ଜଣେ ମୃତ ।
୨. ମାଓବାଦୀମାନଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜିପି ଅଭୟଙ୍କ ଅନୁରୋଧ । ସାଧାରଣତନ୍ତ୍ର ଅବସରରେ ମାଓବାଦୀଙ୍କୁ ବାର୍ତ୍ତା ।
୩. ବାଲେଶ୍ୱରର ଦୁଇଟି ସ୍ଥାନରୁ ବିପୁଳ ପରିମାଣରେ ନକଲି ଗୁଟ୍ଖା ଓ ଜର୍ଦ୍ଦା ଜବତ । ଏସ୍ଟିଏଫର ଚଢ଼ାଉରେ ହୋଇଛି ପର୍ଦ୍ଦାଫାଶ ।
୪. ଆଞ୍ଚଳିକ ଉଦ୍ଭିଦ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜଧାନୀର ଏକାମ୍ର କାନନରେ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ । ୩୦୦ପ୍ରକାରର ଫୁଲ ଦେଖିଥିଲେ ଦର୍ଶକ ।
୫. ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ଥିବାବେଳେ, ସେଠାରେ ଲାଗିଥିବା ବ୍ୟାରିକେଟ୍କୁ ଆସନ୍ତାକାଲିଠାରୁ ଉଠାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ।
୬. ଜାତୀୟ କନ୍ୟା ସନ୍ତାନ ଦିବସରେ ଡିଜିପି ଅଭୟଙ୍କ ଟ୍ୱିଟ । ଆମେ ଓଡ଼ିଶାର ମହିଳା ଓ କନ୍ୟାଙ୍କ ପାଇଁ ସମର୍ପିତ ।
୭. ମାଓବାଦୀଙ୍କ ଆତ୍ମସମର୍ପଣ । ସ୍ୱାଭିମାନ ଅଞ୍ଚଳରେ ବିକାଶ ପାଇଁ ଆତ୍ମସମର୍ପଣ କରିଛି ବୋଲି କହିଲେ ଲଚି ଖର ।
୮. ସରକାରୀ ଚାଉଳ ଚୋରା ଚାଲାଣ ସନ୍ଦେହରେ ଡ୍ରାଇଭର ଓ ହେଲପର୍ ଥାନାରେ ଅଟକ । ଘଟଣାଟି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କନ୍ଧ ମଲିଗାଁ ନିକଟରେ ।
୯. ରାଜ୍ୟରେ ଥିବା ୨୫୦ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ । ଆସନ୍ତା ମାର୍ଚ୍ଚ ୮ରେ ପ୍ରବେଶିକା ପରୀକ୍ଷା ।
୧୦. ମହାକୁମ୍ଭ ମେଳା ସମୟରେ ପୁରୀ-ଋଷିକେଶ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ । ଜାନୁଆରୀ ୨୭ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବାକୁ ନିଷ୍ପତ୍ତି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST