୧. ଆଜି ରାଜ୍ୟରେ ୭୧ କରୋନା ଆକ୍ରାନ୍ତ ଚିହ୍ନଟ ।
୨. ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ । ଏଥିପାଇଁ ଅପରାହ୍ଣ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ।
୩. ବରଗଡ଼ ନୃସିଂହନାଥ ନୃସିଂହନାଥ ମନ୍ଦିରରେ ୫ଟି ସଚିବ ଭି.କେ ପାଣ୍ଡିଆନ । ଉନ୍ନତିକରଣ ଓ ପର୍ଯ୍ୟଟନ ବିକାଶ ପାଇଁ ୫ଟି ସଚିବଙ୍କ ଅନୁଧ୍ୟାନ ।
୪. ଫେବ୍ରୁଆରି ୬ରୁ ଅଗ୍ରଣୀ ଯୋଦ୍ଧାଙ୍କୁ ମିଳିବ କୋରୋନା ଟିକା । ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ।
୫. କଳାହାଣ୍ଡି ଜୟପାଟଣା ବ୍ଲକ ପୁଝାରୀଗୁଡ଼ା ମଣ୍ଡିରେ ବେଆଇନ ଭାବେ ଗଚ୍ଛିତ ୪୧୨୨ ବସ୍ତା ଧାନ । ୨୦ ଧାନ ଦଲାଲ ଅଟକ, ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ହୋଇଥିଲା ଚଢ଼ାଉ ।
୬. ନୟାଗଡ଼ ସୁନାମୁହିଁ ନିକଟରେ ଓଲଟିଲା ଇଟା ବୋଝେଇ ଟ୍ରକ୍ । ଜଣେ ମୃତ , ୩ ଆହତ ।
୭. ଜଗତସିଂହପୁର ତାରପୁରରେ ବୋଲେରୋ-ଟ୍ରଲର ଧକ୍କା । ଶିଶୁ ମୃତ; ବାପା, ମାଆ, ପୁଅ ଓ ଡ୍ରାଇଭର ଗୁରୁତର ।
୮. କଳାହାଣ୍ଡି ଜୟପାଟଣା ବ୍ଲକ କୁଲିଆମୁଣ୍ଡା ଜଙ୍ଗଲରେ ଗୁଳିକାଣ୍ଡ । ଜନ୍ତୁ ଶିକାର ପାଇଁ ଯାଇଥିବା ବେଳେ ଗୁଳିକାଣ୍ଡରେ ଜଣେ ମୃତ । ପୋଲିସ ତଦନ୍ତ ଜାରି ।
୯. କାରକୁ ଧକ୍କା ଦେଇ ଓଲଟି ପଡ଼ିଗଲା ମାଛ ବୋଝେଇ ମିନି ଟ୍ରକ। ଏଭଳି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ।
୧୦. ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ରଘୁନାଥପୁର ଖଣ୍ଡତିରା ନିକଟରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ । ୮ବର୍ଷୀୟ ବାଳକ ମୃତ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍