ANS SUPERFAST [email protected]

୧. ଆଜି ମୁଖ୍ୟମନ୍ତ୍ରୀଙ୍କ ୭୫ ତମ ଜନ୍ମଦିବସ । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତା ମନ୍ତ୍ରୀ ।
୨. ରାଜ୍ୟରେ କମୁଛି କରୋନା ସଂକ୍ରମଣ ହାର । ମୃତ୍ୟୁ ସଂଖ୍ୟାରେ ନାହିଁ କୌଣସି ପରିବର୍ତ୍ତନ ।
୩. ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ ଉପରେ ମତ ସଂଗ୍ରହ କରୁଛି ଶ୍ରୀମନ୍ଦିର ପ୍ରଶାସନ ।
୪. ବିଶ୍ୱ ବିଦ୍ୟାଳୟର କୂଳପତି ଚୟନ ପ୍ରସଙ୍ଗ : ସରିଲା ଆବେଦନକାରୀଙ୍କ ଯାଞ୍ଚା
୫. ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ସରୋ ସର୍ଭେ ।
୬. ଝାରସୁଗୁଡା ଜିଲ୍ଲା ଗଜରାଜ ନଗରରେ ଘଟିଛି ଅଘଟଣ । କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତ୍ତି ଜୀବନ୍ତ ଦଗ୍ଧ ।
୭. ଜମି ମାଫିଆଙ୍କ ଆତଙ୍କ ରାଜ କମେଇବା ପାଇଁ ଆସୁଛି ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ ଇଣ୍ଟେଲିଜେନ୍ସ ସିଷ୍ଟମ୍ । ଓରସାକ ପକ୍ଷରୁ ଏହି ଅତ୍ୟାଧୁନିକ ଆପ୍ ପ୍ରସ୍ତୁତ ହୋଇଛି ।
୮. ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ।
୯. ତିର୍ତ୍ତୋଲ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ।
୧୦. ରାଜ୍ୟରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ସୂଚନା ଦେଲା ପାଣିପାଗ ବିଭାଗ ।

Leave A Reply

Your email address will not be published.