କୋରାପୁଟ, କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ମେନ୍ ରୋଡ଼ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଏଟିଏମକୁ ଭାଙ୍ଗି ଲୁଟ୍ କରିବାର ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ତେବେ ଲୁଟେରାମାନେ ଏଥିରେ ବିଫଳ ହୋଇଥିବା ଜଣାପଡ଼ିଛି। ଏଟିଏମ୍ କଭରକୁ ଭାଙ୍ଗିଥିଲେ ମଧ୍ୟ ଟଙ୍କା ନେଇ ପାରିନାହାନ୍ତି। ତେବେ ସିସି କ୍ୟାମେରାକୁ ଭାଙ୍ଗିବା ସହ ଲାଇଟ୍ ଏବଂ ସିଲିଂ ଭାଙ୍ଗିଛନ୍ତି ଲୁଟେରା। ଖବର ପାଇ ଜୟପୁରରୁ ଏଟିଏମ୍ ସଂଯୋଜକ ସନ୍ତୋଷ କୁମାର ହୋତା ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା