ଭୁବନେଶ୍ୱର (୧୮.୩.୨୩) : ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ । ଆଜି ମାଟ୍ରିକ ପରୀକ୍ଷାରେ ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷା ରହିଛି । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅଭିଯୋଗ ଆସିଛି । ହେଲେ ଭାଇରାଲ ହେଉଥିବା ପ୍ରଶ୍ନ ପତ୍ର ଆଜି ହେଉଥିବା ପରୀକ୍ଷାର ନାଁ ନୁହେଁ ସ୍ପଷ୍ଟ ହୋଇନାହିଁ । ମେଟ୍ରିକ୍ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛ ଭାବେ କରାଯିବାକୁ ଯଥେଷ୍ଟ ପନ୍ଥା ଗ୍ରହଣ କରାଯାଉଛି । ତଥାପି ପ୍ରତିବର୍ଷ କିଛି ନା କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଛି । ଆଜି ଦୁଇଟି ପେପର ଲିକ୍ ହେଉଥିବା ଖବର ଆସିଥିଲେ ବି ଏହାର ସ୍ପଷ୍ଟତା ଜଣାପଡିନାହିଁ । ତେବେ ପରୀକ୍ଷା ପୂର୍ବରୁ ମୋବାଇଲରୁ ମୋବାଇଲ ଦୁଇଟି ପେପର ଘୁରିବୁଲୁଥିବା କୁହାଯାଉଥିବାବେଳେ ଏଯାଏଁଁ ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟ କରିନାହିଁ ।
୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ରନାରୀ ବେଶରେ ପୁରୁଷ କରନ୍ତି ପୂଜାବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ