ଭୁୁବନେଶ୍ୱର(ଏଏନଏସ)୦୪/୧୦, ରାଜଧାନୀରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଫିକା ପଡ଼ିଛି ପାର୍ବଣର ମାହୋଲ । ଦୁଇ ବର୍ଷ ପରେ ପୂଜା ମାହୋଲର ମଜା ଉଠାଇବାରୁ ଲୋକଙ୍କ ଭିଡ଼ ଜମୁଛି । ରାଜଧାନୀର ଆକର୍ଷଣୀୟ ତୋରଣ ଦେଖିବାକୁ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି । ଲଘୁଚାପ ବର୍ଷା ଯୋଗୁ ଭାଙ୍ଗିଲା ରାଜଧାନୀ ଡମଣା ଦୁର୍ଗା ପୂଜା ମଣ୍ଡପର ତୋରଣ । ଖବର ଅନୁଯାୟୀ , ଡମଣା ଛକରେ ଥିବା ତୋରଣର ଗେଟ୍ ଆଜି ବର୍ଷା ପବନ ସାଙ୍ଗକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ତୋରଣର ଗେଟ୍ଟି ଭାଙ୍ଗିଯାଇଛି । ତେବେ ସର୍ଟ ସର୍ଟିକ ହେବାରୁ ୨ଥର ବଡ଼ଧରଣର ବିସ୍ଫୋରଣ ହୋଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି ।କିନ୍ତୁ ଭାଗ୍ୟବଶତଃ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା