ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର- ରାଜ୍ୟରେ ଏବେ ଠାରୁ ତାପମାତ୍ରା ବଢ଼ିବାରେ ଲାଗିଛି । ରାଜ୍ୟର ୬ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ଅନୁଗୁଳଠାରେ ୩୫.୭, କଟକରେ ୩୫.୪, ଟିଟିଲାଗଡରେ ୩୫.୨, ନୟାଗଡ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ତାପମାତ୍ରା ରହିଛି । ଏଥିସହ ଭୁବନେଶ୍ୱରରେ ୩୭.୧ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.