ଭୁବନେଶ୍ୱର(ଏଏନଏସ)୦୬/୧୦, ଦୀର୍ଘ ୧୦ ଦିନ ବେଶ ଆନନ୍ଦ ଉଲ୍ଲାସରେ କଟିବା ପରେ ଶେଷରେ ସମାପ୍ତ ହୋଇଛି ଦଶହରା ପର୍ବ । ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା । ଗତକାଲି ବିଜୟା ଦଶମୀ ଶେଷ ହେବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ। ସମସ୍ତ ପୂଜା ମଣ୍ଡପ ମାନଙ୍କରେ ଶେଷ ହୋଇଛି ମାଆଙ୍କ ଆରାଧନା। ପୂଜା ମଣ୍ଡପ ମାନଙ୍କରେ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଛି। ଟ୍ଵିିନ୍ସିଟିରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ଶୃଙ୍ଖଳିତ ଭସାଣି ପାଇଁ ମୁତୟନ ହୋଇଛନ୍ତି ୫୫ ପ୍ଲାଟୁନ୍ ଫୋର୍ସ। ୩୦୦ରୁ ଉର୍ଦ୍ଧ୍ୱ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। କଟକରେ ଆଜି ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ମେଢ ବିସର୍ଜନ କରାଯିବ। ଏନେଇ କଟକ ଦେବୀଗଡ଼ାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ