ଉପନିର୍ବାଚନ ଆସନ ପାଇଁ ୨ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି Post published:October 12, 2020 Post category:ଓଡିଶା / ତାଜା ଖବର / ରାଜନୀତି Reading time:1 mins read ବାଲେଶ୍ୱର, ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୂପ କୁମାର ଦାସ, ତିର୍ତ୍ତୋଲରୁ ଲଢିବେ ବିଜୟ ଶଙ୍କର ଦାସ । ୨ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଆନ୍ଧ୍ର କ୍ରସର ୟୁନିଟରେ ଦୁର୍ଘଟଣା December 18, 2021 ସେମିଳିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ April 12, 2022 ପୁଣି ଜଣେ ଋଷୀୟ ନାଗରିକଙ୍କର ସନ୍ଦେହଜନକ ମୃତ୍ୟୁ January 3, 2023 ଆକସ୍ମିକ ଦୁର୍ଘଟଣା ନା ଷଡଯନ୍ତ୍ର; କାରଣ ଖୋଜୁଛି ସିବିଆଇ June 6, 2023