ବୋଲେରୋ ଦୁର୍ଘଟଣା, ୧ମୃତ ୭ ଆହତ

ସୁନ୍ଦରଗଡ଼, ସୁନ୍ଦରଗଡ଼ ତଳସରା ଥାନା ସବଡେଗାରେ ଘଟିଛି ଏକ ଅଭାବନୀୟ ଅଘଟଣ । ତଲସରା ଥାନା ସବଡେଗା ଅଗ୍ନିଶମ ଅଫିସ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ପିଟିଦେଇଛି। ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି ଏବଂ ୭ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । । ସୂଚନା ଅନୁସାରେ, ସେମାନେ ଝାରସୁଗୁଡ଼ାରୁ ଘୋଘର କନାକୁଣ୍ଡକୁ ବଣ ଭୋଜି କରିବାକୁ ଯାଉଥିଲେ ।

Leave A Reply

Your email address will not be published.