ମଙ୍ଗଳାଘାଟ ଛକରୁ ବ୍ରାଉନସୁଗାର ଜବତ

ପୁରୀ(ଏଏନଏସ)୧୪/୦୫, ପୁରୀ ମଙ୍ଗଳାଘରାଟ ଛକରୁ ବ୍ରାଉନସୁଗାର ଜବତ କରିଛି ପୁରୀ ବାସେଳିସାହି ଥାନା ପୋଲିସ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୩ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି କନୱଲ ବିଶାଲ ସିଂ । ଏଠାରେ ସୂଚନା ଯୋଗ୍ୟ ଯେ ପୁରୀ ସହର ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ବିଶ୍ୱର ପ୍ରାୟ ପ୍ରତି ଧର୍ମ ଓ ପ୍ରତି ସମ୍ପଦ୍ରାୟର ଲୋକ ପୁରୀ ବୁଲିବାକୁ ଆସିଥାଅନ୍ତି । ଏହାକୁ ନଜରରେ ରଖି ନିଶା ବେପାରୀ ମାନେ ଖୁଲମଖୁଲା ନିଶା ବେପାର କରୁଥିବା ବେଳେ ଏହାକୁ ଅବକାରୀ ବିଭାଗ କିପରି ଜାଣିପାରୁ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.

five × 5 =