ଭଦ୍ରକ(୪.୧୦.୨୨) : ଜୋରଜବରଦସ୍ତି ବଟି ଆଦାୟକୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି । ତେବେ ଏହି ବସ ସିଣ୍ଡିକେଟର ଡାକରାରେ ବନ୍ଦ ରହିଛି । ମଝି ରାସ୍ତାରେ ବସକୁ ଅଟାକଇ ବଟି ଆଦାୟ କରିବା ଓ ଡ୍ରାଇଭର , କଣ୍ଡକ୍ଟରକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ବନ୍ଦ ଡାକରା ଦିଆ ଯାଇଛି । ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷପ ନ ନେଉଥିବାରୁ ବସ ସଂଘ ଏପରି କରିଛି । ପାର୍ବଣ ପାଇଁ ଅନ୍ୟ ଜିଲ୍ଲାରୁ ବାଲେଶ୍ୱର ଦେଇ ଯାଉଥିବା ବସ୍ ସ୍ୱାଭାବିକ ଭାବେ ଚଳାଚଳ କରୁଛି । ଟାଉନ ଥାନା ପୁଲିସ ପହଞ୍ଚି ଭଦ୍ରକ ବସ୍ ସିଣ୍ଡିକେଟ ସହ ଆଲୋଚନା କରୁଛି। ଗତକାଲି କିଛି ଅସାମାଜିକ ବ୍ୟକ୍ତି ଭଦ୍ରକର ୬ ଖଣ୍ଡ ବସ୍କୁ ସୋରରେ ଅଟକାଇ ବଟି ମାଗିଥିଲେ। ବଟି ନ ଦେବାରୁ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସେମାନେ ଦୁର୍ବ୍ୟବହାର କରିଥିବା ଭଦ୍ରକ ବସ୍ ସିଣ୍ଡିକେଟ ଅଭିଯୋଗ କରିଛି।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ