ମଳୟ ବିହାର ମହିଳା କ୍ଲବ ତରଫରୁ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ମଳୟ ବିହାର ମହିଳା କ୍ଲବରେ ଗଣତନ୍ତ୍ର ଦିବସ ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ପତାକା ଉତ୍ତୋଳନ କରିଛନ୍ତି ପୂର୍ବତନ କରପୋରେଟର ଜୋତ୍ସ୍ନାରାଣୀ ରାଉତରାୟ । ପତାକା ଉତ୍ତୋଳନ ସମୟରେ ସେଠାରେ ଉପସ୍ଥିତ ଥିଲେ ସେକ୍ରେଟେରୀ ସନ୍ଧ୍ୟାରାଣୀ ମହାନ୍ତି ଓ ସମସ୍ତ ମହିଳା ସଦସ୍ୟ ବୃନ୍ଦ । ସରକାରଙ୍କ ସମସ୍ତ ଗାଇଡ଼ ଲାଇନକୁ ପାଳନ କରି ଏହି ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.