ଭୁବନେଶ୍ଵର (ଏ ଏନ୍ ଏସ)୧୫/୧୦ ,ରାଜ୍ୟରେ ସମସ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି କୁ ରାଜ୍ୟ ସରକାର ନିୟମିତ କରିଛନ୍ତି ,ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆସନ୍ତା କାଲି ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ୫୭ ହଜାର ରୁ ଅଧିକ କର୍ମଚାରୀ ଏଥିରେ ଉପକୃତ ହେବ ।ଏ ନେଇ ରାଜ୍ୟ କ୍ୟାବିନେଟ ର ସ୍ୱକୃତି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ରାଜ୍ୟ ସରକାରଙ୍କ ଉପରେ ୧୩ ସହ କୋଟିର ଆର୍ଥିକ ବୋଝ ପଡିବ ।ଏ ଘୋଷଣା କୁ ସରକାର ଙ୍କ ଦୀପାବଳି ଭେଟି ବୋଲି କୁହାଯାଉଥିବା ବେଳେ ଚୁକ୍ତି ଭିତ୍ତିକ କର୍ମଚାରୀ ଙ୍କ ମଧ୍ୟରେ ଆନନ୍ଦ ର ଲହର ଖେଳିଯାଇଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା