You are currently viewing ଆଜିଠୁ ଖୋଲିବ ସିନେମା ହଲ୍‌
MUMBAI, INDIA OCTOBER 13: A worker wearing a PPE sanities the seats of a cinema hall at Malad during a demonstration of SOPs, as multiplex await governments nod to re-open, on October 13, 2020 in Mumbai, India. (Photo by Satyabrata Tripathy/Hindustan Times via Getty Images)

ଆଜିଠୁ ଖୋଲିବ ସିନେମା ହଲ୍‌

ଭୁବନେଶ୍ୱର, କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ପଡ଼ିଥିଲା ସିନେମା ହଲ୍‌ । ୯ମାସର ବ୍ୟବଧାନ ପରେ ଆଜିଠାରୁ ରାଜ୍ୟର କିଛି ସିନେମା ହଲ୍‌ ଖୋଲିବ ବୋଲି ସୂଚନା ମିଳିଛି । ସିନେମା ହଲ୍‌ରେ କରୋନା କଟକଣା ସହ, ସାମାଜିକ ଦୂରତା, ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ୫୦ପ୍ରତିଶତ ଦର୍ଶକଙ୍କ ସହ ସିନେମା ହଲ୍‌ ଖୋଲିବାକୁ ମିଳିଛି ଅନୁମତି । ଅନଲାଇନ୍‌ ଟିକେଟ ଉପରେ ଗୁରୁତ୍ୱ ଦିଆଯିବ । ପ୍ରତି ଶୋ ପରେ ହଲ୍‌କୁ ସାନିଟାଇଜ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।