କଟକ, ଗୁରୁବାର ୧୪ ତାରିଖ ମକର ସଂକ୍ରାନ୍ତି ଦିନ ବାବା ଧବଳେଶ୍ୱର ପୀଠ ବନ୍ଦ ରହିବ । କରୋନା ପାଇଁ ଦୀର୍ଘ ଦିନର ବ୍ୟବଧାନ ପରେ ବାବା ଧବଳେଶ୍ୱରଙ୍କ ପୀଠ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । କିନ୍ତୁ ମକର ଦିନ ଭିଡ଼କୁ ନଜରରେ ରଖି ଆଠଗଡ଼ ଉପଜିଲ୍ଲାପାଳ ମନ୍ଦିରରେ ଦର୍ଶନ ବନ୍ଦ ଘୋଷଣା କରିଛନ୍ତି । କେବଳ ସେବାୟତମାନଙ୍କ ଦ୍ୱାରା ମନ୍ଦିର ପରିସରରେ ନୀତିକାନ୍ତି କରାଯିବ । ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ ହେବ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ