ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର-୦୩.୦୫.୨୦୨୧, ୧୯୮୭ ମସିହାର ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ମହାମହିମ ରାଷ୍ଟ୍ରପତି । ଏଠାରେ ସୂଚନାଯୋଗ୍ୟଯେ, ବହୁକୋଟି ଦୁର୍ନୀତି ମାମଲାରେ ଛନ୍ଦିହୋଇ ପାଠକ ବର୍ତ୍ତମାନ ବିଚାର ବିଭାଗ ହାଜତରେ ଅଛନ୍ତି । ତାଙ୍କ ବିରୁଦ୍ଧରେ ଅନେକ ଦୁର୍ନୀତି ମାମଲା ଏବେ କୋର୍ଟର ବିଚାରାଧିନ ରହିଛି ।

Leave A Reply

Your email address will not be published.