ଭୁବନେଶ୍ୱର, ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ରାଜ୍ୟମାନଙ୍କରେ ପଦକ୍ଷେପ ନିଆଯାଇଛି । । ପ୍ରାଣୀଧନ ବିଭାଗ ଚିଲିକାରୁ ୪୦୦ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି । ଚିଲିକାରୁ ପକ୍ଷୀମାନଙ୍କର ସାମ୍ପଲ ଏବଂ OUATରୁ କୁକୁଡ଼ାଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ଫୁଲନଖରା ପଶୁରୋଗ ଗବେଷଣା ପ୍ରତିଷ୍ଠାନକୁ ସମସ୍ତ ସାମ୍ପଲ ଟେଷ୍ଟ ପାଇଁ ପଠାଯିବ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା CDVO ।
ରାଜ୍ୟରେ ବାର୍ଡ ଫ୍ଲୁ ନେଇ ବିଏମସି କମିଶନର ନିଜର ପ୍ରତିକ୍ରିୟା ରଖିଛନ୍ତି । ଏନେଇ ଭେଟନାରୀ ବିଭାଗ ସହ ଆଲୋଚନା ଚାଲିଛି । ଭୁବନେଶ୍ବରରେ କୌଣସି ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ବିଭିନ୍ନ ଅଞ୍ଚଳରେ ପକ୍ଷୀଙ୍କ ସାମ୍ପଲ ପରୀକ୍ଷା ଆରମ୍ଭ ହୋଇଛି ।
ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାରଜେଇଙ୍କୁ ସଂଘବଦ୍ଧ ଆକ୍ରମଣଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]