ବାପ-ପୁଅକୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର, ବରିଷ୍ଠ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ଖାରବେଳ ନଗର ଥାନାରେ ପଞ୍ଜୀକୃତ ହୋଇଥିବା ଏକ ଠକେଇ ମାମଲାର ବିଚାର କରି ମାନ୍ୟବର ଉଚ୍ଚନ୍ୟାୟାଳୟ ଉଭୟଙ୍କୁ ଜାମିନ ଦେଇଛନ୍ତି । ସର୍ତ୍ତ ମୁତାବକ ୨ଲକ୍ଷ ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ବାପ-ପୁଅ ଜାମିନ ପାଇବେ । ଏକ ଟ୍ରାଭେଲସ ଠକେଇ ଘଟଣାରେ ଉଭୟଙ୍କ ନାମରେ ମକୋଦ୍ଦମା ହୋଇଥିଲା ।

Leave A Reply

Your email address will not be published.