ଭୁବନେଶ୍ୱର, ରାଜଧାନୀ ଓ ଉପକଣ୍ଠରେ ଥିବା କୋଭିଡ୍ କେୟାର ସେଣ୍ଟର(ସିସିସି) ବନ୍ଦ ହେବ। ସଂକ୍ରମଣରେ ରୋକ୍ ଆସିଥିବାରୁ କୋଭିଡ୍ କେୟାର ସେଣ୍ଟରର ଆବଶ୍ୟକତା କମିଛି। ଯେତିକି ଲୋକେ ସଂକ୍ରମିତ ହେଉଛନ୍ତି ସେଥିରୁ ଅଧିକାଂଶ ହୋମ ଆଇସୋଲେସନ୍ରେ ରହିବାକୁ ପସନ୍ଦ କରୁଛନ୍ତି। ଏଣୁ ଜରୁରୀ ନଥିବା ସିସିସିକୁ ବନ୍ଦ କରି ଦିଆଯାଉଛି ବୋଲି ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଜି ଠାରୁ ଜାମୁଝରିରେ ଥିବା ସିସିସିକୁ ବନ୍ଦ କରି ଦିଆଯାଇଛି । ପୂର୍ବରୁ ରାଜ୍ୟର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ପରେ କୋଭିଡ୍ କେୟାର ହୋମସ୍କୁ ବନ୍ଦ କରାଯାଇଥିଲା । ଏବେ ରାଜଧାନୀରୁ କୋଭିଡ୍ କେୟାର ସେଣ୍ଟର ବନ୍ଦ ହୋଇଛି।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ