ଏଣିକି ଭକ୍ତମାନେ ଖାଇପାରିବେ ଅଭଡ଼ା, ଉଠିଲା କଟକଣା

ପୁରୀ, ଭକ୍ତମାନଙ୍କ ପାଇଁ ଖୁସି ଖବର, ଏଣିକି ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ଆଜି ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ହଟାଯାଇଛି । ଏନେଇ ସୁଆର ମହାସୁଆର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି । ବରାଦି ମହାପ୍ରସାଦ ପାଇଁ ଭକ୍ତମାନେ ବରାଦ ମଧ୍ୟ କରିପାରିବେ ।

Leave A Reply

Your email address will not be published.