You are currently viewing ବାଧ୍ୟତା ମୂଳକ ବିଦେଶ ଫେରନ୍ତାଙ୍କ କରୋନା ଟେଷ୍ଟ

ବାଧ୍ୟତା ମୂଳକ ବିଦେଶ ଫେରନ୍ତାଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର, କରୋନାର ନୂଆ ଷ୍ଟ୍ରେନ୍ ଏବେ ରାଜ୍ୟ ବାସୀଙ୍କ ଚିନ୍ତା ବଢାଇଛି । ଯାହାକୁ ନେଇ ଏବେ ଠାରୁ ପ୍ରସ୍ତୁତି କଲେଣି ରାଜ୍ୟ ସରକାର । ଇଉରୋପୀୟ ଦେଶ ଗୁଡିକରେ କରୋନାର ନୂଆ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ନୂଆ କଟକଣା ଲାଗୁ ହୋଇଛି । ଏଣିକି ସମସ୍ତ ବିଦେଶ ଫେରନ୍ତା ଯାତ୍ରୀ ମାନଙ୍କର କୋଭିଡ୍ ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି । ବର୍ତମାନ ବିମାନ ଯାତ୍ରା ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ମାଧ୍ୟତା ମୂଳକ କରିଛି ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର । ଏନେଇ ବିମାନ ବନ୍ଦର ପକ୍ଷରୁ ସ୍ୱତନ୍ତ୍ର ଏସଓପି ମଧ୍ୟ ଜାରି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।