ରାଜ୍ୟରେ ଦୁଇ ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର, ରେକର୍ଡ କଲା କରୋନା |ଦୁଇ ହଜାର ପାର କଲା ଦୈନିକ ସଂକ୍ରମଣ | ଏନେଇ ଆଜି ରାଜ୍ୟରୁ ୨୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୩୧୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୯୫୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୫୫୩୫୩, ସୁସ୍ଥ ସଂଖ୍ୟା ୩୪୧୧୨୩, ସମୁଦାୟ ସକ୍ରିୟ ସଂଖ୍ୟା ୧୨୨୪୪, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୫୨୩ |

Leave A Reply

Your email address will not be published.