ଦାୟିତ୍ଵ ନେଲେ ଅନୁଭବ

ଭୁବନେଶ୍ୱର(ଏଏନ୍ଏଏସ,)୧୨/୧୦, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ବିଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପରାମର୍ଶ ଦାତା ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ତାଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ଅବସରରେ ବିଭାଗୀୟ ଶାସନ ସଚିବ ମନୋଜ ମିଶ୍ର, ଓକାକ୍ ର ସି ଇ ଓ ମନୋଜ କୁମାର ପଟ୍ଟନାୟକ , ସାଧାରଣ ପରିଚାଳିକା ମଧୁମିତା ରଥ ଓ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର ରାଉତ ପ୍ରମୁଖ ଉଚ୍ଚ ପଦାଧିକାରୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.