You are currently viewing ଓଡିଶାର କାଶ୍ମୀରରେ ବର୍ଷା ସହ ଘନ କୁହୁଡି

ଓଡିଶାର କାଶ୍ମୀରରେ ବର୍ଷା ସହ ଘନ କୁହୁଡି

  • Post category:ଓଡିଶା
  • Reading time:1 mins read

ଦାରିଂବାଡ଼ି ୧୧/୧୦, ଲଘୁଚାପଜନିତ ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ଭିଜିବା ସହିତ ତଳିଆ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖାଯାଉଛି । ଯାହା ଫଳରେ ସକାଳୁ ସକାଳୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଲୋକେ ବାହାରକୁ ବାହାରିବା ବି କଷ୍ଟକର ହୋଇପଡ଼ୁଛି । ଦୋକାନବଜାର ହାଟ ଜନ ଶୂନ୍ୟ ହୋଇପଡ଼ିଛି । ବ୍ୟବସାୟୀ ଏବଂ ଦିନ ମଜୁରିଆ ଅଧିକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। । ବଣ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକେ ଅଧିକ ଅସହାୟ ହୋଇପଡ଼ିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।