You are currently viewing କଲରାପତରିଆ ବାଘର ମୃତ ଦେହ ଠାବ

କଲରାପତରିଆ ବାଘର ମୃତ ଦେହ ଠାବ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ(୨୫.୦୧.୨୩) : ଢେଙ୍କାନାଳରେ କଲରାପତରିଆ ବାଘର ମୃତ ଦେହ ଠାବ । ହିନ୍ଦୋଳ ରେଞ୍ଜ ଦୁଦୁରକୋଟର ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବାଘର ଗଳିତ ମୃତ ଦେହ ଠାବ । ଦୁଇଦିନ ତଳେ ବାଘର ମୃତ୍ୟୁ ହୋଇଥିବା ସନ୍ଦହ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ଅବସ୍ଥାରେ ବାଘର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ଛାନଭିନ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।