ଭୁବନେଶ୍ୱର-୨୭.୦୪.୨୦୨୧, କରୋନା ମହାମାରୀ ଏପର୍ଯ୍ୟନ୍ତ ଅନେକ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ନେଇସାରିଛି । ଓଡିଆ ହାସ୍ୟ ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ଜଗା ରାଉତଙ୍କ କରୋନାରେ ଦେହାନ୍ତ ହୋଇଛି ।ଆଜି ସକାଳେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ମୃତ୍ୟୁ ସମୟରେ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ୧୯୫୮ ମସିହାରେ ଯାତ୍ରା ଜୀବନ ଆରମ୍ଭ କରିଥିଲେ ଜଗା ରାଉତ। ସେ ଦୀର୍ଘ ଦିନ ଧରି ଯାତ୍ରା ଜଗତରେ ନିଜର କଳା ପ୍ରଦର୍ଶନ କରି ଆସୁଥିଲେ । ଜଗାଙ୍କ ଅଭିନୀତ ପ୍ରମୁଖ ନାଟକ ହେଉଛି -‘ରାଜଧାନୀ ତୋତେ ଦୂରୁ ଜୁହାର’, ‘ନ କହିଲେ କୂଳ ଭାସିଯାଉଛି’ । ‘ଆକାଶ କଇଁଆ ଚିଲିକା ମାଛ’, ‘କାଗଜ ଫୁଲ’, ‘କହଲୋ ବଉଳ କିଏ ତୋ ବର’ ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST