ଭୁବନେଶ୍ୱର (ଏଏନଏସ)୦୫/୧୦, ଡିଭାଇଡ଼ରରେ ପିଟି ହୋଇ ଓଲଟିଲା ବାଇଗଣ ବୋଝେଇ ପିକଅପ୍ ଭ୍ଯାନ୍। ଭୁବନେଶ୍ୱର ଆଚାଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଦୁର୍ଘଟଣା। ବରମୁଣ୍ଡା ପଟୁ କଟକ ଆଡକୁ ଯାଉଥିବା ସମୟରେ ହଠାତ୍ ପିକଅପ୍ ଭ୍ଯାନଟି ଓଲଟି ପଡିଥିଲା। ପୋଲିସ ସହାୟତାରେ ଓଭର ବ୍ରିଜରୁ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ବାହାର କରାଯାଇଛି। ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାପଡିଛି ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା