You are currently viewing ଦିନକ ପୂର୍ବରୁ ପାଳିଲେ ଦୀପାବଳି

ଦିନକ ପୂର୍ବରୁ ପାଳିଲେ ଦୀପାବଳି

  • Post category:ଓଡିଶା
  • Reading time:1 mins read

ଆଜମଗଡ଼, (ବନ୍ଦିତା ପଟ୍ଟନାୟକ); ଆଜମଗଡ଼ ସ୍ଥିତ ସେଣ୍ଟଜାଭିୟର ହାଇସ୍କୁଲରେ ପାଳିତ ହୋଇଯାଇଛି ଦୀପାବଳି ଉତ୍ସବ । ଚଳିତ ବର୍ଷ କରୋନା ନିମନ୍ତେ ବାଣ ଫୁଟାଇବାକୁ ବାରଣ କରାଯାଇଥିବାରୁ, ରଙ୍ଗବେରଙ୍ଗର ଝୋଟି ଚିତା ଓ ଫୁଲରେ ସଜେଇ ପାଳନ କରିଛନ୍ତି ଦୀପାବଳି ।

ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ସାମାଜିକ ଦୂରତା ସହ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବରରେ ସ୍କୁଲ ପରିସର ଭିତରେ ପାଳନ କରାଯାଇଛି ଦୀପାବଳି ।

ଅନ୍ୟମାନଙ୍କୁ ଜଣାନ୍ତୁ।