You are currently viewing କଡ଼ାକଡ଼ି ହେଲା ଡିଏଲ୍ ଓ ଲର୍ଣ୍ଣର୍ ଲାଇସେନ୍ସ ନିୟମ

କଡ଼ାକଡ଼ି ହେଲା ଡିଏଲ୍ ଓ ଲର୍ଣ୍ଣର୍ ଲାଇସେନ୍ସ ନିୟମ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଡ୍ରାଇଭିଂ ଳାଇସେନ୍ସ ଟେଷ୍ଟକୁ ଆରମ୍ଭ କରିଦିଆଯାଇଛି । ଡିଏଲଏ ଟେଷ୍ଟ ନିୟମକୁ କଡାକଡି ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଡିଏଲ୍ ଓ ଲର୍ଣ୍ଣର୍ ଲାଇସେନ୍ସ ପାଇବା ପାଇଁ ଆଗରୁ ୧୦ଟି ପ୍ରଶ୍ନ ପଚରାଯାଉଥିବାର ବେଳେ ଏହାକୁ ୨୦ କୁ ବୃଦ୍ଧି କରାଯାଇଛି । ରାଜ୍ୟର ସମସ୍ତ ଆରଟିଓ ସେଣ୍ଟରରେ କ୍ୟାମେରା ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି । ।

ଅନ୍ୟମାନଙ୍କୁ ଜଣାନ୍ତୁ।