ଭୁବନେଶ୍ୱର (ଏଏନଏସ)୨୨/୦୬, ଭୁବନେଶ୍ୱରରୁ ବହୁଳ ପରିମାଣର ଗଞ୍ଜେଇ ଓ ୬ ଚକିଆ ଗାଡି ଜବତ କରିବା ସହ ଜଣଙ୍କୁ ଗିରଫ କଳା ଏସଟିଏଫ । ଗାଡି ଭିତରେ ସ୍ପେଶାଲ ଚାମ୍ବର କରି ଗଂଜେଇ ଚାଲାଣ ହେଉଥିଲା । ଗାଡି ଉପରେ ଗ୍ରୋସରୀ ଓ ଭିତରେ ଗଂଜେଇ ଚାଲାଣ ହେଉଥିଲା । ପୁଷ୍ପା ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ରାଜ୍ୟ ବାହାରକୁ ଏହି ଚାଲାଣ କରାଯାଉଥିଲା । ତେବେ ଏସଟିଏଫ ଗଞ୍ଜେଇ ରାକେଟ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛି ।
ରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା