ପୁଷ୍ଫା ଷ୍ଟାଇଲରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର (ଏଏନଏସ)୨୨/୦୬, ଭୁବନେଶ୍ୱରରୁ ବହୁଳ ପରିମାଣର ଗଞ୍ଜେଇ ଓ ୬ ଚକିଆ ଗାଡି ଜବତ କରିବା ସହ ଜଣଙ୍କୁ ଗିରଫ କଳା ଏସଟିଏଫ । ଗାଡି ଭିତରେ ସ୍ପେଶାଲ ଚାମ୍ବର କରି ଗଂଜେଇ ଚାଲାଣ ହେଉଥିଲା । ଗାଡି ଉପରେ ଗ୍ରୋସରୀ ଓ ଭିତରେ ଗଂଜେଇ ଚାଲାଣ ହେଉଥିଲା । ପୁଷ୍ପା ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ରାଜ୍ୟ ବାହାରକୁ ଏହି ଚାଲାଣ କରାଯାଉଥିଲା । ତେବେ ଏସଟିଏଫ ଗଞ୍ଜେଇ ରାକେଟ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛି ।

Leave A Reply

Your email address will not be published.

13 + seven =